ଶ୍ୱେତ ଗଙ୍ଗା Ṡweta gaṅgā
- ସଂ. ବି — (ତୀର୍ଥଚିନ୍ତାମଣି ଗ୍ରନ୍ଥ ଲିଖିତ) ତୀର୍ଥବାପୀ— ବିଶେଷ — Name of a sacred tank
- ସଂ. ବି — ପୁରୁଷୋତ୍ତମର ତୀର୍ଥ ପୁଷ୍କରିଣୀ ବିଶେଷ — Name of a sacred tank in Puri
- ସଂ. ବି — [ଦ୍ର— ଏହାର ଜଳ ଅତ୍ୟନ୍ତ ଅପରିଷ୍କୃତ ଓ ଦୁର୍ଗନ୍ଧ ହୋଇ ଯାଇଥିଲା, ସମ୍ପ୍ରତି ପୁରୀ ମିଉନିସିପାଲିଟି ଓ ହିନ୍ଦୁସାଧାରଣଙ୍କ ବ୍ଯୟରେ ଏଥିର ପଙ୍କୋଦ୍ଧାର ହୋଇ ଏହା ପରିଷ୍କୃତ ହୋଇ- ଅଛି।]