ଶ୍ୱେତ ଖଦିର Ṡweta Khadira

  • ସଂ. ବି — ପାକଡ଼ା ଖଇର — The whitish variety of Catechu; pale catechu; gambier; uncaria Gambier
  • ସଂ. ବି — [ଦ୍ର— ଏହାର ବର୍ଣ୍ଣ ପାଣ୍ଡୁର। ଏହା ବର୍ଣ୍ଣପ୍ରସାଦକ; ମୁଖରୋଗ, ରକ୍ତଦୋଷ ଓ କଫନଶକ।]