ଶ୍ୱିତ୍ର Ṡwitra

  • ସଂ. ବି (ଶ୍ୱିତ୍ ଧାତୁ+କରଣ ର; ଯାହାଦ୍ୱାରା ଶରୀର ଶୁକ୍ଳବର୍ଣ୍ଣ ହୁଏ) — ଶ୍ୱେତ କୁଷ୍ଠ, ଧବଳ ରୋଗ — Vitiligo; Leucoderma; white patches on the body; albino