ଶ୍ୱାସିବା Ṡwāsibā

  • ଦେ. (ପଦ୍ଯ) କ୍ରି (ସଂ. ଶ୍ୱାସ) — ନିଶ୍ୱାସ ପ୍ରଶ୍ୱାସ ନେବା — To inhale and exhale
  • ଦେ. (ପଦ୍ଯ) କ୍ରି (ସଂ. ଶ୍ୱାସ) — [ଉ— ରତନ ହଜାଇ ଭୁଜଙ୍ଗୀ ଯେସନ ଶ୍ୱାସୁଥାଇ ଘନ ଘନ —ରାଧାନାଥ. ପାର୍ବତୀ।]