ଶ୍ୱାସ ରୋଧ Ṡwāsa rodha

  • ସଂ. ବି ( 6 ଷ୍ଠୀ ତତ୍) — ନିଶ୍ୱାସ ଅଟକିଯିବା ରୋଗ — Obstruction of breath; suffocation
  • ସଂ. ବି ( 6 ଷ୍ଠୀ ତତ୍) — ଦମ୍ ଅଟକିଯିବା — Being out of breath
  • ସଂ. ବି ( 6 ଷ୍ଠୀ ତତ୍) — କିଛିକ୍ଷଣ ପାଇଁ ନିଶ୍ୱାସ ପ୍ରଶ୍ୱାସ ବନ୍ଦ କରିବା — Restraining of respiration for a time
  • ସଂ. ବି ( 6 ଷ୍ଠୀ ତତ୍) — ସାଧନାଦ୍ୱାରା ଶ୍ୱାସ ପ୍ରଶ୍ୱାସକୁ ସଞ୍ଜତ କରିବା; ପ୍ରାଣାୟାମ — Control and retention of breath by exercise; breath-exercise