ଶ୍ୱାସ ରୁଦ୍ଧ Ṡwāsa ruddha

  • ସଂ. ବିଣ. ପୁଂ. (ବହୁବ୍ରୀହି; ଶ୍ୱାସ ହୋଇଅଛି ରୁଦ୍ଧ ଯାହାର) — ଯାହାର ନିଶ୍ୱାସ ବନ୍ଦ ହୋଇଅଛି — Strangulated
  • ସଂ. ବିଣ. ପୁଂ. (ବହୁବ୍ରୀହି; ଶ୍ୱାସ ହୋଇଅଛି ରୁଦ୍ଧ ଯାହାର) — ଯାହାର ଦମ ଅଟକି ଯାଇଅଛି — Out of breath; breathless