ଶ୍ୱାସ କାଶ Ṡwāsa kāṡa

  • ସଂ. ବି (ମ. ପ. ଲୋ; ଶ୍ୱାସ+କାଶ) — ରୋଗ ବିଶେଷ; ଶ୍ୱାସରୋଗଜନିତ କାଶ; କାଶ ସହିତ ଶ୍ୱାସ ରୋଗ — Asthma attended with cough; asthmatic cough