ଶ୍ୱାଗଣିକ Ṡwāgaṇika

  • ସଂ. ବି. ପୁଂ.—(ଶ୍ୱଗଣ=କୁକ୍କୁର ଦଳ +ଜୀବିକା ଅର୍ଥରେ ଇକ) — ବ୍ୟାଧ; ମୃଗୟୁ; ଶିକାରୀ — A hunter
  • ସଂ. ବି. ପୁଂ.—(ଶ୍ୱଗଣ=କୁକ୍କୁର ଦଳ +ଜୀବିକା ଅର୍ଥରେ ଇକ) — ଯେଉଁ ବ୍ୟାଧ କୁକୁର ଦଳ ସାହାଯ୍ୟରେ ଶିକାର କରେ — One who hunts with a pack a hounds