ଶ୍ୱସମାନ Ṡwasamāna

  • ସଂ. ବିଣ. ପୁଂ. — (ଶ୍ୱସ୍ ଧାତୁ+କର୍ତ୍ତୃ. ଆନ)—ଯେ ନିଶ୍ୱାସ ମାରୁଅଛି — Respiring; breathing
  • ସଂ. ବିଣ. ପୁଂ. — ଜୀବିତ — Living