ଶ୍ୱସନ ସୁତ Ṡwasana suta

  • ସଂ. ବି—(ଶ୍ୱସନ=ବାୟୁ+ସୁତ; 6 ଷ୍ଠୀ ତତ୍) — ହନୁମାନ୍ — Hanumān; the son of the wind
  • ସଂ. ବି—(ଶ୍ୱସନ=ବାୟୁ+ସୁତ; 6 ଷ୍ଠୀ ତତ୍) — [ଉ— ବସନ ସ୍ଥିତ ଶ୍ୱସନ ସୂତ କଲା ସୁପ୍ରସନ୍ନ ବଦନୀ ଦେବାରେ ସେ— ଭଞ୍ଜ. ବୈଦେହୀଶବିଳାସ।]