ଶ୍ୱବ୍ୟାଘ୍ର Ṡwabyāghra

  • ସଂ. ବି (ଶ୍ୱନ୍+ବ୍ୟାଘ୍ର; ଶ୍ୱାନ ପରି ଯେଉଁ ବ୍ୟାଘ୍ର) — ଚିତାବାଘ; ନେପାଳି ବାଘ; କେନ୍ଦୁଆ — Leopard