ଶ୍ୱପାକ Ṡwapāka
- ସଂ. ବି (ଶ୍ୱନ୍+ପାକ; କୁକୁରର ମାଂସ ରାନ୍ଧି ଭୋଜନକାରୀ ଜାତି) ଚଣ୍ଡାଳ — Lowest sweeper caste
- ସଂ. ବି (ଶ୍ୱନ୍+ପାକ; କୁକୁରର ମାଂସ ରାନ୍ଧି ଭୋଜନକାରୀ ଜାତି) ବ୍ୟାଧ — Hunter
- ସଂ. ବି (ଶ୍ୱନ୍+ପାକ; କୁକୁରର ମାଂସ ରାନ୍ଧି ଭୋଜନକାରୀ ଜାତି) [ଦ୍ର— ମନୁ ( 10। 19 ) ରେ ଅଛି ଯେ, ଏ ଜାତି କ୍ଷତ୍ତା (ଶୂଦ୍ର+ କ୍ଷତ୍ରିୟା ଜାତ) ପିତା ଓ ଉଗ୍ରା (କ୍ଷତ୍ରୀୟ+ଶୂଦ୍ରା ଜାତା) ମାତାଙ୍କଠାରୁ ଉତ୍ପନ୍ନ।] — [ଦ୍ର— ମନୁ (10 19) ରେ ଅଛି ଯେ, ଏ ଜାତି କ୍ଷତ୍ତା (ଶୂଦ୍ର+ କ୍ଷତ୍ରିୟା ଜାତ) ପିତା ଓ ଉଗ୍ରା (କ୍ଷତ୍ରୀୟ+ଶୂଦ୍ରା ଜାତା) ମାତାଙ୍କଠାରୁ ଉତ୍ପନ୍ନ]