ଶ୍ୱପଚ ବଳି Ṡwapacha baḻi

  • ସଂ. ବି — ହିନ୍ଦୁ ଗୃହସ୍ଥର ପ୍ରତିଦିନ କର୍ତ୍ତବ୍ୟ ବୈଶ୍ୱଦେବ ସମୟରେ ଚଣ୍ଡାଳମାନଙ୍କୁ ଦିଆଯିବା ଅନ୍ନ ବଳି — Daily offering of cooked rice given to the low caste people by the Hindu householder before taking his own meal