ଶ୍ୱଦଂଷ୍ଟ୍ରକ Ṡwadaṁshṭraka

  • ସଂ. ବି (ବୈଦ୍ଯକ) — ଗୋକ୍ଷୁରକ; ଗୋଖରା ଗୁଳ୍ମ — A thorny plant and fruit Tygophyllae, Tribulus Terrestris
  • ସଂ. ବି (ବୈଦ୍ଯକ) — [ଦ୍ର— ଏହାର ଫଳ ଓ ଶାଖାଦି କଣ୍ଟକମୟ ଅଟେ ଓ ଏହା ଭୂମିରେ ମାଡ଼େ।]