ଶ୍ୱଗ୍ରହ Ṡwagraha

  • ସଂ. ବି — ବାଳଗ୍ରହ ବିଶେଷ — A kind of infantile disease
  • ସଂ. ବି — [ଦ୍ର— ଏ ଗ୍ରହଦ୍ୱାରା ଆକ୍ରାନ୍ତ ହେଲେ ଶିଶୁର କମ୍ପ, ରୋମହଷ, ସ୍ୱେଦ, ନିମୀଳିତ ଚକ୍ଷୁ, ବହିରାୟାମ, ଧନୁସ୍ତମ୍ଭ, ଜିହ୍ୱାଦଂଶନ, ଅନ୍ତ୍ର ଓ କଣ୍ଠ କୂଜନ, ଅତିଶୟ ସ୍ପନ୍ଦନ, ଗାତ୍ରରେ ବିଷ୍ଠାର ଗନ୍ଧ ଏବଂ କୁକୁରପରି କ୍ରନ୍ଦନ ହୁଏ— ବିଶ୍ୱକୋଷ।]