ଶ୍ୟେନମ୍ପାତ Ṡyenampāta

  • ସଂ. ବି (ଶ୍ୟେନଂ=ଶ୍ୟେନକୁ+ପାତ=ପତ୍ ଧାତୁ +ଅ; + ଆ) — ଶ୍ୟେନ ବା ଛଞ୍ଚାଣ ଦ୍ୱାରା ପକ୍ଷୀ ଶିକାର — Hunting with hawks; falconry
  • ସଂ. ବି (ଶ୍ୟେନଂ=ଶ୍ୟେନକୁ+ପାତ=ପତ୍ ଧାତୁ +ଅ; + ଆ) — ଶିକାର; ମୃଗୟା — Hunting