ଶ୍ୟାମାଙ୍ଗ Ṡyāmāṇga

  • ସଂ. ବି— (କର୍ମଧା; ଶ୍ୟାମ+ଅଙ୍ଗ) — ଶ୍ୟାମବର୍ଣ୍ଣ ବିଶିଷ୍ଟ ଦେହ — Dark complexioned body
  • ସଂ. ବି— (କର୍ମଧା; ଶ୍ୟାମ+ଅଙ୍ଗ) — (ବହୁବ୍ରୀହି) ବୁଧଗ୍ରହ — The planet Mercury
  • ସଂ. ବିଣ. ପୁଂ. — ଶ୍ୟାମବର୍ଣ୍ଣ ଶରୀର ବିଶିଷ୍ଟ — Dark-complexioned