ଶ୍ୟାମା ସୁନ୍ଦରୀ Ṡyāmā sundarī

  • ସଂ. ବିଣ. ସ୍ତ୍ରୀ — ଶ୍ୟାମବର୍ଣ୍ଣା ଓ ସୁନ୍ଦରୀ — (a woman) Beautiful and dark complexioned; brunette
  • ଦେ. ବି. ସ୍ତ୍ରୀ — (ବଙ୍ଗଦେଶ) ସ୍ତ୍ରୀଲୋକମାନଙ୍କ ନାମ — A name given to females in Bengal