ଶ୍ୟାମା ତ୍ରିବୃତ୍ Ṡyāmā tribṛut

  • ସଂ. ବି — କଳା ତିହୁଡ଼ି; କୁଷ୍ଣତ୍ରିବୃତ୍ ଲତା — A variety of Ipomoea Turpethum creeper
  • ସଂ. ବି — [ଦ୍ର— ଏହା ଧଳା ତିହୁଡ଼ି ଅପେକ୍ଷା ହୀନ ଗୁଣବିଶିଷ୍ଟ; କିନ୍ତୁ ତୀବ୍ର, ବିରେଚକ ଏବଂ ଦାହ, ମୂର୍ଚ୍ଛା, ମତ୍ତତା, ଭ୍ରାନ୍ତି, କଣ୍ଠଶୋଷ ଆଦି ଉପଦ୍ରବକାରକ। କେହି କେହି କହନ୍ତି ରକ୍ତ ତିହୁ଼ଡ଼ିର ମୂଳକୁ ଶ୍ୟାମାତ୍ରିବୃତ୍ ବୋଲାଯାଏ।]