ଶ୍ୟାମଳେଇବା Ṡyāmaḻeiba

  • ଦେ. କ୍ରି— (ସଂ. ଶ୍ୟାମଳ) — ମସୃଣ କରିବା — To smoothen
  • ଦେ. କ୍ରି— (ସଂ. ଶ୍ୟାମଳ) — ବାଳକୁ କୁଣ୍ଡାଇଚିକ୍କଣ କରିବା — To comb and make up the hair glossy and dark
  • ଦେ. କ୍ରି— (ସଂ. ଶ୍ୟାମଳ) — କୋମଳ ଓ ଚାଟୁକଥାଦ୍ୱାରା ମୁଗ୍ଧ କରିବା; ସାକୁଲେଇବା — To charm a person by oily words and flattery
  • ଦେ. କ୍ରି— (ସଂ. ଶ୍ୟାମଳ) — ଗେହ୍ଲା କରିବା — To pet a person, to fondle