ଶ୍ୟାମଳୀ Ṡyāmaḻi

  • ଦେ. ବିଣ. ସ୍ତ୍ରୀ — ଶ୍ୟାମଳର ସ୍ତ୍ରୀଲିଙ୍ଗ — The feminine of Ṡyamaḻa
  • ବି. ସ୍ତ୍ରୀ — କାଳୀ ସ୍ତ୍ରୀ — A woman of dark complexion
  • ବି. ସ୍ତ୍ରୀ — କାଳୀ ଗାଈ — A black cow