ଶ୍ୟାମଲାଲ୍ Ṡyāmalāl

  • ଦେ. ବି. ପୁଂ. (ହିନ୍ଦୀ) — ଶ୍ରୀକୃଷ୍ଣଙ୍କ ନାମ — A name of Ṡrīkṛushṇa
  • ଦେ. ବି. ପୁଂ. (ହିନ୍ଦୀ) — ଲୋକଙ୍କୁ ଦିଆଯିବା ନାମ — A name given to males
  • ଦେ. ବି. ପୁଂ. (ହିନ୍ଦୀ) — [ଦ୍ର— ଓଡ଼ିଆରେ ଶ୍ୟାମବନ୍ଧୁ ମଧ୍ୟ ଏହି ଅର୍ଥରେ ବ୍ଯବହୃତ ହୁଏ।]