ଶ୍ୟାମ ବୀଜ Ṡyāma bīja

  • ସଂ. ବି (ବୈଦ୍ଯକ) — କଳାଦାନା; ନୀଳ କଳମ ଲଟା; କଳମ୍ବୀ ଆଦି ବର୍ଗର ଲୋମଶ ବର୍ଷାୟୁଃ ଲତାବିଶେଷ — Ipomoea Hedaracea
  • ସଂ. ବି (ବୈଦ୍ଯକ) — [ଦ୍ର— ଏହାର ନୀଳବର୍ଣ୍ଣ ଫୁଲ ପାଇଁ ଶୀତକାଳରେ ଲୋକେ ଏହାକୁ ରୁଅନ୍ତି। ଏହାର ବୀଜ ରେଚକ ଔଷଧ। ଏହା ରେଚକ, ଶୋଥ, ଜ୍ୱର, ମଳବଦ୍ଧତା ଓ ଦାରୁଣ ଶିରୋରୋଗରେ ଉପକାରୀ।