ଶ୍ୟାମ କଣ୍ଠ Ṡyāma kaṇtha

  • ସଂ. ବି (ବହୁବ୍ରୀହି; ଶ୍ୟାମ+କଣ୍ଠ) — ମୟୂର — Peacock
  • ସଂ. ବି (ବହୁବ୍ରୀହି; ଶ୍ୟାମ+କଣ୍ଠ) — ଶିବ; ମହାଦେବ — Ṡiba
  • ସଂ. ବି (ବହୁବ୍ରୀହି; ଶ୍ୟାମ+କଣ୍ଠ) — ପକ୍ଷି ବିଶେଷ — A species of bird