ଶ୍ଳୋକମୟ Ṡḻokamaya
- ସଂ. ବିଣ (ଶ୍ଳୋକ+ଯୁକ୍ତାର୍ଥେ. ମୟ) — ଯାହା ଶ୍ଳୋକ ଦ୍ୱାରା ରଚିତ ବା ପ୍ରକାଶିତ; ଛନ୍ଦୋବଦ୍ଧ — Composed in metre; metrical
- ସଂ. ବିଣ (ଶ୍ଳୋକ+ଯୁକ୍ତାର୍ଥେ. ମୟ) — ଶ୍ଳୋକବିଶିଷ୍ଟ; ଶ୍ଳୋକ— ଯୁକ୍ତି — Consisting of Ṡḻokas
- ସଂ. ବିଣ (ଶ୍ଳୋକ+ଯୁକ୍ତାର୍ଥେ. ମୟ) — [ଯଥା— ଶ୍ଳୋକମୟ ଯନ୍ତ୍ର]