ଶ୍ଳୋକ ରଚକ Ṡḻoka rachaka

  • ସଂ. ବି. ଓ ବିଣ ପୁଂ (ଶ୍ଳୋକ+ରଚ ଧାତୁ+କର୍ତ୍ତୃ ଅକ) — ଯେଉଁ ବ୍ଯକ୍ତି ଶ୍ଳୋକ ଯୋଡ଼ି ପାରନ୍ତି — Composer of poems
  • ସଂ. ବି. ଓ ବିଣ ପୁଂ (ଶ୍ଳୋକ+ରଚ ଧାତୁ+କର୍ତ୍ତୃ ଅକ) — କବି — Poet