ଶ୍ଳୋକ ଚୌର Ṡḻokacha̲u̲ra

  • ସଂ. ବି. ପୁଂ — ଅନ୍ଯ ଦ୍ୱାରା ରଚିତ ଶ୍ଳୋକକୁ ଆପଣାର ରଚନା ବୋଲି ଲୋକଙ୍କୁ ଭଣ୍ଡାଇବା ବ୍ଯକ୍ତି — Plagiary; plagiarist
  • ସଂ. ବି. ପୁଂ — ସାମାନ୍ୟ ବା ହୀନ କବି — Poetaster