ଶ୍ଳେଷ୍ମା Ṡḻeshmā

  • ସଂ. ବି (ଶ୍ଳିଷ୍ ଧାତୁ—ଆଲିଙ୍ଗନ କରିବା+କର୍ତ୍ତୃ. ମନ୍, ଶ୍ଳେଷ୍ମନ୍ ଶବ୍ଦ, 1 ମା 1 ବ) — କଫ — Phlegm
  • ସଂ. ବି (ଶ୍ଳିଷ୍ ଧାତୁ—ଆଲିଙ୍ଗନ କରିବା+କର୍ତ୍ତୃ. ମନ୍, ଶ୍ଳେଷ୍ମନ୍ ଶବ୍ଦ, 1 ମା 1 ବ) — [ଦ୍ର—ବୈଦ୍ୟଶାସ୍ତ୍ର ମତରେ କଫ, ଶୁଭ୍ର, ଗୁରୁ, ସ୍ନିଗ୍ଧ, ପିଚ୍ଛିଳ, ଶୀତଳ ଓ ତମୋଗୁଣର ଆଧିକ୍ୟଯୁକ୍ତ, ମଧୁର ରସାତ୍ମକ। ଏହା ବିଦଗ୍ଧ ହେଲେ ଲବଣସ୍ୱାଦ ହୁଏ। ଜଠରାଗ୍ନିର ତେଜରେ ଏହା ଫେନିଳ ହୁଏ। ଏହା ଶରୀରସ୍ଥ 'ରସ', ନାମକ ଧାତୁର ମଳ। ରକ୍ତାଶୟର ନିମ୍ନଦେଶରେ ଶ୍ଳୋଷ୍ମାଶୟ ଅବସ୍ଥିତ।
  • ସଂ. ବି (ଶ୍ଳିଷ୍ ଧାତୁ—ଆଲିଙ୍ଗନ କରିବା+କର୍ତ୍ତୃ. ମନ୍, ଶ୍ଳେଷ୍ମନ୍ ଶବ୍ଦ, 1 ମା 1 ବ) — ଶିଂଘାଣି — Mucus inside the nose
  • ସଂ. ବି (ଶ୍ଳିଷ୍ ଧାତୁ—ଆଲିଙ୍ଗନ କରିବା+କର୍ତ୍ତୃ. ମନ୍, ଶ୍ଳେଷ୍ମନ୍ ଶବ୍ଦ, 1 ମା 1 ବ) — ଶରଦି — Cold; chill