ଶ୍ଳେଷ୍ମଘ୍ନ Ṡḻeshmaghna

  • ସଂ. ବିଣ—(ଶ୍ଳେଷ୍ମନ୍+ହନ ଧାତୁ+କର୍ତ୍ତୃ ଅ) — ଯେଉଁ ଦ୍ରବ ଶରଦି ବା କଫକୁ କମାଏ — That which destroys or removes the phlegm of the system