ଶ୍ଳେଷ୍ମ ପ୍ରକୃତି Ṡḻeshma prakṛuti
- ସଂ. ବିଣ (ଶ୍ଳେଷ୍ମପ୍ରଧାନା ପ୍ରକୃତି ଯାହାର; ବହୁବ୍ରୀହି) — ଯେଉଁ ମନୁଷ୍ୟ ଦେହରେ କଫଧାତୁର ଆଧିକ୍ୟ ଥାଏ — A person of phlegmatic temperament
- ସଂ. ବିଣ (ଶ୍ଳେଷ୍ମପ୍ରଧାନା ପ୍ରକୃତି ଯାହାର; ବହୁବ୍ରୀହି) — [ଦ୍ର—ଏ ବ୍ଯକ୍ତି ସୁସ୍ନିଗ୍ଧ ବର୍ଣ୍ଣ, ଶୁଭନେତ୍ର, ଶ୍ୟାମବର୍ଣ୍ଣ, ଉତ୍ତମ କେଶଯୁକ୍ତ, ଦୀର୍ଘ ନଖ ଓ ରୋମଯୁକ୍ତ, ଗମ୍ଭୀର ଶବ୍ଦବିଶିଷ୍ଟ, ଶାସ୍ତ୍ରାମୋଦୀ, ନିଦ୍ରା ଓ ତନ୍ଦ୍ରାପ୍ରିୟ, ତ୍ରିକଟୁଷ୍ଣଭୋଜୀ, ମାଂସଳ, ସ୍ନିଗ୍ଧରସପ୍ରିୟ, ଗୀତ ବାଦ୍ୟପ୍ରିୟ, ସହିଷ୍ଣୁ, ବ୍ଯାୟାମଶୀଳ ଓ ରତିଲାଳସା— ନ୍ୱିତ—ଅତ୍ରିସଂହିତା।]