ଶ୍ଳେଷ କଟୁ Ṡḻesha kaṭu

  • ସଂ. ବିଣ—(ମ. ପ. ଲୋ; ଶ୍ଳେଷଯୁକ୍ତ ହେବା ଯୋଗୁଁ କଟୁ) — ପରିହାସାତ୍ମକ ଓ ମର୍ମଭେଦୀ ବା କର୍କଶ (ବାକ୍ୟ)— ସ୍ୱର ଆଦି — (Word or tone) Made harsh by irony; ironical and harsh