ଶ୍ଳିଷ୍ଟ Ṡḻishṭa
- ସଂ. ବିଣ—(ଶ୍ଳିଷ୍ ଧାତୁ+କର୍ମ. ତ) — ଆଲିଙ୍ଗନ — Embraced
- ସଂ. ବିଣ—(ଶ୍ଳିଷ୍ ଧାତୁ+କର୍ମ. ତ) — (+କର୍ତ୍ତୃ. ତ; ଶ୍ଳେଷ— ଯୁକ୍ତ; ଅନେକାର୍ଥ ବାଚକ — Conveying many meaning; containing a pun
- ସଂ. ବିଣ—(ଶ୍ଳିଷ୍ ଧାତୁ+କର୍ମ. ତ) — ସଂଶ୍ଳିଷ୍ଟ; ସଂଯୁକ୍ତ — Joined with; conjoined; connected with; adhering to
- ସଂ. ବି — (+ଭାବ. ତ) ଆଲିଙ୍ଗନ (ବିଶ୍ୱକୋଷ) — Embrace
- ସଂ. ବି — ଶ୍ଳେଷଯୁକ୍ତ ବାକ୍ୟ; ଅନେକାର୍ଥକ ଏକରୂପାନ୍ୱିତ ବାକ୍ୟ (ବିଶ୍ୱକୋଷ) — Expression having different meaning or meaning other than the apparent one