ଶ୍ଳାଘ୍ଯ Ṡḻāghya
- ସଂ. ବିଣ—(ଶ୍ଳାଘ୍ ଧାତୁ+କର୍ମ. ଯ) — ପ୍ରଶଂସନୀୟ; ପ୍ରଶଂସାର୍ହ — Deserving praise; praisworthy; commendable
- ସଂ. ବିଣ—(ଶ୍ଳାଘ୍ ଧାତୁ+କର୍ମ. ଯ) — ପ୍ରଶସ୍ତ — Excellent
- ସଂ. ବିଣ—(ଶ୍ଳାଘ୍ ଧାତୁ+କର୍ମ. ଯ) — ସ୍ପୃହଣୀୟ — Desirable
- ସଂ. ବିଣ—(ଶ୍ଳାଘ୍ ଧାତୁ+କର୍ମ. ଯ) — ବାଞ୍ଛିତ — Wished for