ଶ୍ଳଥଚର୍ମା Ṡḻathcharmā

  • ସଂ. ବିଣ (ପୁଂ ଓ ସ୍ତ୍ରୀ) (ବହୁବ୍ରୀହି; ଶ୍ଳଥ+ଚର୍ମନ; 1 ମ 1 ବ) — ଯେଉଁ ବୃଦ୍ଧବ୍ଯକ୍ତିର ଚମଡ଼ା ଓହୋଳି ପଡ଼ିଅଛି — (an old person) With hanging folds of skin