ଶ୍ଳକ୍ଷ୍ଣ Ṡḻakshṇa

  • ସଂ. ବି(ଶ୍ଳିଷ୍ ଧାତୁ=ଆଲିଙ୍ଗନ କରିବା+କର୍ମ. କ୍ଣ) — ଅଳ୍ପ — Little; meagre
  • ସଂ. ବି(ଶ୍ଳିଷ୍ ଧାତୁ=ଆଲିଙ୍ଗନ କରିବା+କର୍ମ. କ୍ଣ) — ସୂକ୍ଷ୍ମ — Minute; fine
  • ସଂ. ବି(ଶ୍ଳିଷ୍ ଧାତୁ=ଆଲିଙ୍ଗନ କରିବା+କର୍ମ. କ୍ଣ) — ମନୋହର — Graceful; pleasing
  • ସଂ. ବି(ଶ୍ଳିଷ୍ ଧାତୁ=ଆଲିଙ୍ଗନ କରିବା+କର୍ମ. କ୍ଣ) — ସ୍ନିଗ୍ଧ — Oily
  • ସଂ. ବି(ଶ୍ଳିଷ୍ ଧାତୁ=ଆଲିଙ୍ଗନ କରିବା+କର୍ମ. କ୍ଣ) — କୃଶ — Weak; lean; emaciated
  • ସଂ. ବି(ଶ୍ଳିଷ୍ ଧାତୁ=ଆଲିଙ୍ଗନ କରିବା+କର୍ମ. କ୍ଣ) — ଚିକ୍କଣ — Smooth; slippery
  • ସଂ. ବି(ଶ୍ଳିଷ୍ ଧାତୁ=ଆଲିଙ୍ଗନ କରିବା+କର୍ମ. କ୍ଣ) — ମଧୁର (ବାକ୍ୟ) — Sweet (word)