ଶ୍ରୌତ୍ର Ṡra̲a̲tra

  • ସଂ. ବି (ଶ୍ରୋତ୍ର+ସ୍ୱାର୍ଥେ. ଅ) — କର୍ଣ୍ଣ — The ear
  • ସଂ. ବି (ଶ୍ରୋତ୍ର+ସ୍ୱାର୍ଥେ. ଅ) — ବୈଦିକ କର୍ମ — Vedic rites
  • ସଂ. ବି (ଶ୍ରୋତ୍ର+ସ୍ୱାର୍ଥେ. ଅ) — ଶ୍ରୋତ୍ର ସମୂହ (ବିଶ୍ୱକୋଷ) — A number of Ṡrotras