ଶ୍ରୋତବ୍ୟ Ṡrotabya

  • ସଂ. ବିଣ—[ଶ୍ରୁ ଧାତୁ=ଶୁଣିବା+କର୍ମ ତବ୍ୟ] — ଶ୍ରବଣ— ଯୋଗ୍ୟ; ଶ୍ରବଣୀୟ — Fit to be heard or attended to; audible