ଶ୍ରୋଣେହା Ṡroṇehā

  • ଗ୍ରା. ବି(ସଂ. ସ୍ପୃହା; ଶ୍ରଦ୍ଧା) — କାମୁକ ବ୍ଯକ୍ତି — Lecherous person
  • ଗ୍ରା. ବି(ସଂ. ସ୍ପୃହା; ଶ୍ରଦ୍ଧା) — (ଉ—ଶ୍ରୋଣେହା ରତି ଅରତେ ଶ୍ରୋଣେହୀକି ଲୋଡ଼େ—ପ୍ରାଚୀ, ରହସ୍ୟ ମଞ୍ଜରୀ।)
  • ଗ୍ରା. ବି(ସଂ. ସ୍ପୃହା; ଶ୍ରଦ୍ଧା) — ସ୍ପୃହା — Eagerness
  • ଦେ. ବିଣ — ସ୍ପୃହାଯୁକ୍ତ — Eager; hankering