ଶ୍ରୋଣି Ṡroṇi

  • ସଂ. ବି (ଶ୍ରୋଣ୍ ଧାତୁ=ସ୍ଥୂଳ ହେବା+କର୍ତ୍ତୃ. ଇ; ଈ; ଯେଉଁଠାରେ ମାଂସ ସ୍ଥୂଳ ହୁଏ) — ନିତମ୍ବଦେଶ; ପିଚା — The hips; buttocks
  • ସଂ. ବି (ଶ୍ରୋଣ୍ ଧାତୁ=ସ୍ଥୂଳ ହେବା+କର୍ତ୍ତୃ. ଇ; ଈ; ଯେଉଁଠାରେ ମାଂସ ସ୍ଥୂଳ ହୁଏ) — କଟିଦେଶ — The loins
  • ସଂ. ବି (ଶ୍ରୋଣ୍ ଧାତୁ=ସ୍ଥୂଳ ହେବା+କର୍ତ୍ତୃ. ଇ; ଈ; ଯେଉଁଠାରେ ମାଂସ ସ୍ଥୂଳ ହୁଏ) — ପଥ; ରାସ୍ତା — Road
  • ଗ୍ରା. ବି (ସଂ. ଶୋଣିତ) — ଶୋଣିତ; ରକ୍ତ — Blood
  • ଗ୍ରା. ବି (ସଂ. ଶୋଣିତ) — [ଦ୍ର—ଶିବ ଶିରେ ଶ୍ରୋଣି ପଡ଼ୁଅଛି ଝରଝର—ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।]