ଶ୍ରେଷ୍ଠାଶ୍ରମ Ṡreshṭhāṡrama

  • ସଂ. ବି (କର୍ମଧା, ଶ୍ରେଷ୍ଠ+ଆଶ୍ରମ; ଚାରିଗୋଟି ଆଶ୍ରମ ମଧ୍ୟରେ ପ୍ରଧାନ ଆଶ୍ରମ) — ଗୃହସ୍ଥାଶ୍ରମ — The condition or state of a householder
  • ସଂ. ବି (କର୍ମଧା, ଶ୍ରେଷ୍ଠ+ଆଶ୍ରମ; ଚାରିଗୋଟି ଆଶ୍ରମ ମଧ୍ୟରେ ପ୍ରଧାନ ଆଶ୍ରମ) — [ଦ୍ର—କାରଣ, ଏ ଆଶ୍ରମୀ ବ୍ଯକ୍ତିମାନେ ଅନ୍ଯ ତିନି ଆଶ୍ରମର ବ୍ଯକ୍ତିମାନଙ୍କୁ ପାଳନ କରନ୍ତି।]