ଶ୍ରୋଣା Ṡroṇā

  • ସଂ. ବି (ଶ୍ରୋଣ୍ ଧାତୁ+କର୍ତ୍ତୃ. ଅ+ଆ) — ଶ୍ରବଣା ନକ୍ଷତ୍ର — , The 22nd asterism
  • ସଂ. ବି (ଶ୍ରୋଣ୍ ଧାତୁ+କର୍ତ୍ତୃ. ଅ+ଆ) — କାଞ୍ଜି — Fermented rice-gruel; sour rice-water
  • ସଂ. ବି (ଶ୍ରୋଣ୍ ଧାତୁ+କର୍ତ୍ତୃ. ଅ+ଆ) — ଶ୍ରୋଣର ସ୍ତ୍ରୀଲିଙ୍ଗ — A maimed woman
  • ସଂ. ବିଣ — ପକ୍ୱ (ବିଶ୍ୱକୋଷ) — Ripe