ଶ୍ରେୟାନ୍ Ṡreyān

  • ସଂ. ବି. ପୁଂ (ଶ୍ରେୟସ୍ ଶବ୍ଦ; ପୁଂ. 1 ମା. 1 ବ) — ଧର୍ମ; ପୁଣ୍ଯ — Righteousness; religious merit; piety
  • ସଂ. ବି. ପୁଂ (ଶ୍ରେୟସ୍ ଶବ୍ଦ; ପୁଂ. 1 ମା. 1 ବ) — ମୋକ୍ଷ; ମୁକ୍ତି; ଅପବର୍ଗ — Salvation; beatitude
  • ସଂ. ବି. ପୁଂ (ଶ୍ରେୟସ୍ ଶବ୍ଦ; ପୁଂ. 1 ମା. 1 ବ) — ମଙ୍ଗଳ; ଶୁଭ — Well-being; welfare
  • ସଂ. ବି. ପୁଂ (ଶ୍ରେୟସ୍ ଶବ୍ଦ; ପୁଂ. 1 ମା. 1 ବ) — ସୁଖ — Happiness; pleasure
  • ସଂ. ବି. ପୁଂ (ଶ୍ରେୟସ୍ ଶବ୍ଦ; ପୁଂ. 1 ମା. 1 ବ) — ସୌଭାଗ୍ୟ — Prosperity; good fortune
  • ସଂ. ବି. ପୁଂ (ଶ୍ରେୟସ୍ ଶବ୍ଦ; ପୁଂ. 1 ମା. 1 ବ) — ହିତ — Benefit
  • ବିଣ. ପୁଂ — ଶ୍ରେଷ୍ଠ — Prominent; superior
  • ବିଣ. ପୁଂ — ମଙ୍ଗଳକର; ଶୁଭକର; ଶୁଭ— ଯୁକ୍ତ — Auspicious; fortunate
  • ବିଣ. ପୁଂ — ହିତ— କର — Beneficial
  • ବିଣ. ପୁଂ — ଅତି ପ୍ରଶସ୍ତ — Very suitable
  • ବିଣ. ପୁଂ — ପ୍ରଶସ୍ୟ — Praise- worthy