ଶ୍ରେଷ୍ଠ Ṡreshṭha
- ସଂ. ବିଣ (ପ୍ରଶସ୍ୟ+ଅତ୍ୟର୍ଥେ ଇଷ୍ଠ; ପ୍ରଶସ୍ୟ ସ୍ଥାନରେ ଶ୍ର) — ପ୍ରଧାନ — Prominent; chief; superior
- ସଂ. ବିଣ (ପ୍ରଶସ୍ୟ+ଅତ୍ୟର୍ଥେ ଇଷ୍ଠ; ପ୍ରଶସ୍ୟ ସ୍ଥାନରେ ଶ୍ର) — ଉତ୍କୃଷ୍ଟ — Excellent
- ସଂ. ବିଣ (ପ୍ରଶସ୍ୟ+ଅତ୍ୟର୍ଥେ ଇଷ୍ଠ; ପ୍ରଶସ୍ୟ ସ୍ଥାନରେ ଶ୍ର) — ଅତ୍ୟୁ- ତ୍ତମ — Best
- ସଂ. ବିଣ (ପ୍ରଶସ୍ୟ+ଅତ୍ୟର୍ଥେ ଇଷ୍ଠ; ପ୍ରଶସ୍ୟ ସ୍ଥାନରେ ଶ୍ର) — ଉଚ୍ଚତ୍ତମ — Highest
- ସଂ. ବିଣ (ପ୍ରଶସ୍ୟ+ଅତ୍ୟର୍ଥେ ଇଷ୍ଠ; ପ୍ରଶସ୍ୟ ସ୍ଥାନରେ ଶ୍ର) — ବୃଦ୍ଧ; ଜ୍ୟେଷ୍ଠ — Eldest
- ବି — କୁବେର — The God presiding over wealth
- ବି — ରାଜା — King
- ବି — ବ୍ରାହ୍ମଣ — Brāhmaṇa
- ବି — (ସହସ୍ର ନାମୋକ୍ତ) ବିଷ୍ଣୁ — Bishṇu
- ବି — ଗୋଦୁଗ୍ଧ — Cow's milk
- ବି — ମହାଦେବ (ବିଶ୍ୱକୋଷ) — Ṡiba