ଶ୍ରେଷ୍ଠା Ṡreshṭhā

  • ସଂ. ବି. ସ୍ତ୍ରୀ — ସ୍ଥଳପଦ୍ମ; ସ୍ଥଳକମଳ — Ionidinam Suffruticosum (a flower-tree)
  • ସଂ. ବି. ସ୍ତ୍ରୀ — ମେଦା — A medicinal root
  • ସଂ. ବି. ସ୍ତ୍ରୀ — ଉତ୍ତମା ନାରୀ — An excellent woman
  • ସଂ. ବି. ସ୍ତ୍ରୀ — ତ୍ରିଫଳା (ବିଶ୍ୱକୋଷ) — The 3 myrobalans
  • ସଂ. ବିଣ. ସ୍ତ୍ରୀ — ଶ୍ରେଷ୍ଠର ସ୍ତ୍ରୀଲିଙ୍ଗ — Feminine of Ṡreshṭha