ଶ୍ରେଣୀ କୃତ Ṡreṇi kṛuta

  • ସଂ. ବିଣ — ଶ୍ରେଣୀରୂପେ ସଂହତ; ପଂକ୍ତି ବନ୍ଧା ହୋଇଥିବା; ଧାଡ଼ି ଧାଡ଼ି — Formed or arranged in rows
  • ସଂ. ବିଣ — ବିଭିନ୍ନ ଶ୍ରେଣୀ ଅନୁସାରେ ସଜ୍ଜିତ — Classified