ଶ୍ରେଣିମାନ୍ Ṡreṇimān

  • ସଂ. ବି. ପୁଂ (ଶ୍ରେଣୀ+ମତ୍; 1 ମା. 2 ବ) — ସେନାପତି—(ବିଶ୍ୱକୋଷ) — Commander
  • ସଂ. ବି. ପୁଂ (ଶ୍ରେଣୀ+ମତ୍; 1 ମା. 2 ବ) — ଦଳପତି (ବିଶ୍ୱକୋଷ) — Leader
  • ସଂ. ବି. ପୁଂ (ଶ୍ରେଣୀ+ମତ୍; 1 ମା. 2 ବ) — ବଣିଗ୍ ଦଳପତି (ବିଶ୍ୱକୋଷ) — A leader of a company of traders