ଶ୍ରେଣିକ Ṡreṇika

  • ସଂ. ବି. ପୁଂ — (ନାମ)—ମଗଧଦେଶୀୟ ନୃପବିଶେଷ — 2. Name of a king of Behar
  • ସଂ. ବି. ପୁଂ — [ଦ୍ର—ଏ ବୁଦ୍ଧଙ୍କ ସମସାମୟିକ ଥିଲେ। ଏ ବିମ୍ବିସାର ନାମରେ ପ୍ରସିଦ୍ଧ—ବିଶ୍ୱକୋଷ]
  • ସଂ. ବି. ପୁଂ — ଶ୍ରେଣି (ଦେଖ) — Ṡreṇi (See)
  • ସଂ. ବି. ପୁଂ — ଛନ୍ଦୋଭେଦ — Name of a Sanscrit metre
  • ସଂ. ବି. ପୁଂ — (ଦ୍ର—ଏଥିରେ 1 । 3 । 5 । 7 । 9 ଓ 11 ବର୍ଣ୍ଣ ଲଘୁ ଓ 2 । 4 । 6 । 8 । 10 ବର୍ଣ୍ଣ ଗୁରୁ—ବିଶ୍ୱକୋଷ।) — (ଦ୍ର—ଏଥିରେ13579ଓ11ବର୍ଣ୍ଣ ଲଘୁ ଓ246810ବର୍ଣ୍ଣ ଗୁରୁ—ବିଶ୍ୱକୋଷ)