ଶ୍ରୂତି ଗୋଚର Ṡruti gochara

  • ସଂ. ବିଣ ( 6 ଷ୍ଠୀ ତତ୍) — ଶୁଣାଯିବା; ଶ୍ରବଣର ବିଷୟୀଭୂତ; ଯାହା ଶୁଣାଗଲା; ଶ୍ରୁତ; ଶ୍ରୁତି ପଥାରୂଢ଼; କର୍ଣ୍ଣଗୋଚର — Heard; coming to the ear; falling into one's ear; brought to the ears (of some body)