ଶ୍ରୁତିଧର Ṡrutidhara

  • ସଂ. ବିଣ. ପୁଂ (ଶ୍ରୁତି=ଶ୍ରବଣ+ଧୃ ଧାତୁ+କର୍ତ୍ତୃ. ଅ; ଶ୍ରବଣ ମାତ୍ରକେ କୌଣସି କଥାକୁ ଯେ ସ୍ମୃତିରେ ବା ହୃଦୟରେ ଧାରଣ କରିପାରେ) — ଅତି ମେଧାବୀ; ଯେ କୌଣସି କଥାକୁ ଶୁଣିଲାମାତ୍ରେ ସ୍ମରଣ ରଖି ପାରେ — Having a very sharp or acute memory
  • ବି. ପୁଂ — ଯେଉଁ ବ୍ଯକ୍ତି କୌଣସି କଥାକୁ ଶୁଣିଲାମାତ୍ରେ ମନେରଖି ତାହା ଆବୃତ୍ତି କରିପାରେ — One who retains whatever he hears and reproduces the same afterwards exactly