ଶ୍ରୁତି ସ୍ମୃତି Ṡruti smṛuti
- ସଂ. ବି—(ସହଚର ଶବ୍ଦ) — ବେଦ ଓ ମନ୍ୱାଦି ପ୍ରଣୀତ ସ୍ମୃତି ବା ଧର୍ମଶାସ୍ତ୍ର — The Bedas and the Smṛutis of the Hindus
- ସଂ. ବି—(ସହଚର ଶବ୍ଦ) — [ଦ୍ର—ହିନ୍ଦୁ ଧର୍ମଶାସ୍ତ୍ର 3 ଭାଗରେ ବିଭକ୍ତ ଯଥା—ଶ୍ରୁତି (ବେଦ), ସ୍ମୃତି (ମନ, ପରାଶର, ଯାଜ୍ଞବଲ୍କ୍ୟ ଆଦିଙ୍କ ରଚିତ ସଂହିତା), ପୁରାଣ (ଅଷ୍ଟାଦଶ ମହାପୁରାଣ ଓ ଉପପୁରାଣମାନ)। — [ଦ୍ର—ହିନ୍ଦୁ ଧର୍ମଶାସ୍ତ୍ର3ଭାଗରେ ବିଭକ୍ତ ଯଥା—ଶ୍ରୁତି (ବେଦ), ସ୍ମୃତି (ମନ, ପରାଶର, ଯାଜ୍ଞବଲ୍କ୍ୟ ଆଦିଙ୍କ ରଚିତ ସଂହିତା), ପୁରାଣ (ଅଷ୍ଟାଦଶ ମହାପୁରାଣ ଓ ଉପପୁରାଣମାନ)
- ସଂ. ବି—(ସହଚର ଶବ୍ଦ) — ଏହି 3 ଜାତୀୟ ଶାସ୍ତ୍ରରେ ହିନ୍ଦୁଙ୍କ ଜ୍ଞାତବ୍ୟ ସାଂସାରିକ, ସାମାଜିକ, ବ୍ଯକ୍ତିଗତ ଓ ଆଧ୍ୟାତ୍ମିକ ବିଷୟମାନ ନିହିତ ଅଛି। ଶ୍ରୁତି, ସ୍ମୃତି, ପୁରାଣ ମଧ୍ୟରେ କୌଣସି ଗୋଟିଏ ବିଷୟରେ ପ୍ରଭେଦ ବା ଅସାମଞ୍ଜସ୍ୟ ଦେଖାଗଲେ, ପୁରାଣ ଠାରୁ ସ୍ମୃତି ଓ ସ୍ମୃତିଠାରୁ ଶ୍ରୁତି ଅଧିକ ପ୍ରାମାଣିକ ବା ଆଦରଣୀୟ ବୋଲି ପଣ୍ଡିତମାନେ କହିଅଛନ୍ତି।] — ଏହି3ଜାତୀୟ ଶାସ୍ତ୍ରରେ ହିନ୍ଦୁଙ୍କ ଜ୍ଞାତବ୍ୟ ସାଂସାରିକ, ସାମାଜିକ, ବ୍ଯକ୍ତିଗତ ଓ ଆଧ୍ୟାତ୍ମିକ ବିଷୟମାନ ନିହିତ ଅଛି ଶ୍ରୁତି, ସ୍ମୃତି, ପୁରାଣ ମଧ୍ୟରେ କୌଣସି ଗୋଟିଏ ବିଷୟରେ ପ୍ରଭେଦ ବା ଅସାମଞ୍ଜସ୍ୟ ଦେଖାଗଲେ, ପୁରାଣ ଠାରୁ ସ୍ମୃତି ଓ ସ୍ମୃତିଠାରୁ ଶ୍ରୁତି ଅଧିକ ପ୍ରାମାଣିକ ବା ଆଦରଣୀୟ ବୋଲି ପଣ୍ଡିତମାନେ କହିଅଛନ୍ତି]